BG 1.41: ହେ କୃଷ୍ଣ, ଅଧର୍ମର ବୃଦ୍ଧି ହେତୁ କୁଳର ସ୍ତ୍ରୀମାନେ ଦୂଷିତ ହୁଅନ୍ତି, ଏବଂ ହେ ବାର୍ଷ୍ଣେୟ, ସ୍ତ୍ରୀମାନେ ଦୂଷିତ ହେଲେ ବର୍ଣ୍ଣସଙ୍କର ଉତ୍ପନ୍ନ ହୁଏ । ଶବ୍ଦାର୍ଥ: ଅଧର୍ମାଭିଭବାତ୍ - ଅଧର୍ମର ବୃଦ୍ଧି ହେତୁ, କୃଷ୍ଣ - ହେ କୃଷ୍ଣ, ପ୍ରଦୁଷ୍ୟନ୍ତି - ଦୂଷିତ ହୁଅନ୍ତି, କୁଳସ୍ତ୍ରୀୟଃ - କୁଳର ସ୍ତ୍ରୀମାନେ, ସ୍ତ୍ରୀଷୁ - ସ୍ତ୍ରୀମାନଙ୍କଠାରେ, ଦୁଷ୍ଟାସୁ - ଦୂଷିତ ହେଲେ, ବାର୍ଷ୍ଣେୟ - ହେ ବାର୍ଷ୍ଣେୟ, ଜାୟତେ - ଉତ୍ପନ୍ନ ହୁଏ, ବର୍ଣ୍ଣସଙ୍କରଃ - ବର୍ଣ୍ଣସଙ୍କର ।
★🔗